Latest Posts

Loading...

Wednesday, October 26, 2016

Weather forecast

From : dirmet bbsr dirmet.bbsr@gmail.com

ଖୋର୍ଧା ଜିଲ୍ଲା

ସାମୂଦ୍ରିକ ବାତ୍ୟା 'କ୍ୟାଣ୍ଟ୍' ଏବେ ଗୋପାଳପୁର ଠାରୁ 480 କି.ମି ଦକ୍ଷିଣ-ପୂର୍ବ  ଦିଗରେ କେନ୍ଦ୍ରିଭୂତ ଏବଂ ଏହା ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗରେ  ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରୁଛି |
ଏହା ପ୍ରଭାବରେ ଖୋର୍ଧା ଜିଲ୍ଲାରେ ଆସନ୍ତା ସତେଇଶି ଅଠେଇଶି ତାରିଖରେ 45 - 50 କି.ମି ବେଗରେ ପବନ ବହିପାରେ |
ଆଜି ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଏହା ଅଠେଇଶ୍ ତାରିଖ ଯାଏଁ ଲାଗି ରହିବ |

No comments:

Post a Comment